ଋଷିକୁଲ୍ୟା ନଦୀ ରୁ ଅଜଣା ବ୍ଯକ୍ତି ର ଶବ ଉଦ୍ଧାର

0
473

ପୁରୁଷୋତ୍ତମପୁର:(୧୨/୮) ଆଜି ଭୋର ସମୟ ରେ ପୁରୁଷୋତ୍ତମପୁର ରଣଝାଲି ନିକଟ ରେ ଥିବା ଋଷିକୁଲ୍ୟା ନଦୀ ରେ ଜଣେ ଅଜଣା ବ୍ଯକ୍ତି ର ଶବ ଭାସୁଥିବା ଅଂଚଳ ବାସୀ ଦେଖିବାକୁ ମିଳିଥିଲା ଏ ନେଇ ଅଂଚଳ ବାସୀ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଅଜଣାବ୍ଯକ୍ତି ଙ୍କ ଶବ କୁ ଉଦ୍ଧାର କରି ପୁରୁଷୋତ୍ତମପୁର ମେଡିକାଲ ରେ ଭର୍ତ୍ତି କରିଥିଲେ। ଘଟଣା ର ଖବର ପାଇ ପୁରୁଷୋତ୍ତମପୁର ଥାନା ପୋଲିସ୍ ଶବ କୁ ଜବତ କରି ଏକ ମାମଲା ରୁଜୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି

LEAVE A REPLY

Please enter your comment!
Please enter your name here