ଗଞ୍ଜାମ ଜିଲ୍ଲା ପରିଷଦ ର ୬ଷ୍ଠ ତମ ସାଧାରଣ ଅଧିବେଶନ

0
331

ଛତ୍ରପୁର, ୧୬/୮/୧୯:ଆଜି ଗଞ୍ଜାମ ଜିଲ୍ଲା ପରିଷଦ ର ୬ଷ୍ଠ ତମ ସାଧାରଣ ଅଧିବେଶନ ଛତ୍ରପୁର ଜିଲ୍ଲା ପରିଷଦ ଭବନ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ, ପି.ଡି, ଡି. ଆର.ଡି.ଏ, ଜିଲ୍ଲା ପରିଷଦ ଅଧକ୍ଷା ସୋନମ ପୋଲାଇ,ମନ୍ତୀ ବିକ୍ରମ ଆରୁଖ, ଜିଲ୍ଲା ର ଦୁଇ ସାସଂଦ, ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁ ସମେତ ଜିଲ୍ଲା ର ସମସ୍ତ ବିଧାୟକ/ବିଧାୟିକା, ଓ ସମସ୍ତ ପଦସ୍ଥ ଅଧୀକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here