ଶିକ୍ଷା ଫି ବୃଦ୍ଧି ପ୍ରତିବାଦ ରେ ୧୦୨ ତମ ଘଣ୍ଟ ଯାତ୍ରା

0
387

ବ୍ରହ୍ମପୁର, ୧୯/୮/୧୯;ସି.ବି.ଏସ.ଇ ଫି ବୃଦ୍ଧି ବନ୍ଦ କରିବା ସହ ଶିକ୍ଷା କୁ ସାର୍ବଜନୀନ କରିବା ପାଇଁ ସମସ୍ତ ପ୍ରକାର ଫି ଛାଡ କରିବା ଦାବୀ ରେ ମାନବ ଅଧିକାର ସୁରକ୍ଷା ମଂଚ ଓ ଅନ୍ଯାନ୍ଯ ପ୍ରଗତିଶୀଳ ଗଣସଂଗଠନ ପକ୍ଷ ରୁ ୧୦୨ତମ ଘଣ୍ଟ ଯାତ୍ରା ସହ ଗଣ ବିକ୍ଷୋଭ କରାଯାଇଥିଲା। ଶିକ୍ଷା ଆଇନ କୁ ମଧ୍ଯ କଡାକଡି କରାଯିବା କୁ ଦାବୀ କରାଯିବା ସହ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ଙ୍କ ଜରିଆ ରେ ସଂଗଠନ ର କର୍ମକର୍ତ୍ତା ମାନେ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here