I. R. E ରେ ସ୍କୁଲ ବ୍ୟାଗ ବଣ୍ଟନ ଓ ଚାରା ରୋପଣ

0
340

ଛତ୍ରପୁର,୨୮/୮/୧୯: ଆଇ.ଅାର.ଇ ସ୍ଥିତ ଓସକୋମ ହାଉସିଂ କଲୋନୀ ଠାରେ କାମଣା ପଚାଂୟତ, ତିକିରିଆ ବ୍ରହ୍ମପୁର, ତରେଇ ପାଟପୁର, ମାଟିଖାଲ,ଓ ଚଷାକମଣା ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି ଓସକୋମ ମୂଖ୍ଯ ସିଜିଏମ ଏ ଜେ ଦିନାର୍ଥାନାନ ଓ ତାଙ୍କ ସହଧର୍ମିଣୀ ଯୋଗ ଦେଇଥିଲେ। ପରେ ପରେ ଚାରା ରୋପଣ କରାଯାଇଥିଲା

LEAVE A REPLY

Please enter your comment!
Please enter your name here