ଛତ୍ରପୁର ରେ ସ୍ବଚ୍ଛତା ଅଭିଯାନ

0
419

ଛତ୍ରପୁର,୨୯/୮/୧୯;ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ
ଙ୍କ ଅଧକ୍ଷତାରେ ସ୍ୱଚ୍ଛ ଛତ୍ରପୁର ଓ ସବୁଜ ଛତ୍ରପୁର ଗଠନ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ ଜିନିଷ ପରିତ୍ୟାଗ କରିବା ଓ ବୃକ୍ଷରୋପଣକୁ ଆଦରିବା ପାଇଁ ଅନୁରୋଧ କରିଥିଲେ ଏଥି ରେ “ସ୍ବଚ୍ଛ ଛତ୍ରପୁର, ସବୁଜ ଛତ୍ରପୁର “ସ୍ଳୋଗାନ ଦିଆଯାଇଥିଲା

LEAVE A REPLY

Please enter your comment!
Please enter your name here