ଭିଜିଲାନ୍ସ ଜାଲ ରେ ସହକାରୀ ଶିକ୍ଷକ

0
286

ବ୍ରହ୍ମପୁର, ୨୯/୮/୧୯; ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଜାଲରେ ସହକାରୀ ଶିକ୍ଷକ

ଭିଜିଲାନ୍ସ ଜାଲରେ ସହକାରୀ ଶିକ୍ଷକ । ସହକାରୀ ଶିକ୍ଷକ ସଦାନନ୍ଦ ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଗଉଞ୍ଜୁ ହାଇସ୍କୁଲର ଶିକ୍ଷକ ଅଛନ୍ତି ସଦାନନ୍ଦ । ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି

ଆଙ୍କୁଲି ଗୋବିନ୍ଦ ନଗରରେ ତିନି ମହଲା କୋଠା, ଦୁଇ ମହଲା କୋଠା, ଗଉଞ୍ଜୁଠାରେ ଥିବା ଘର ଏବଂ ସ୍କୁଲ ସହ ୪ଟି ସ୍ଥାନରେ ଚାଲିଛି ଚଢାଉ ।ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ଓ୍ବାରଣ୍ଟ ବଳ ରେ ଏହି ଚଢାଉ ଚାଲିଥିବା ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here