ଅତିରିକ୍ତ ଆରକ୍ଷିକ ଅଧକ୍ଷ ଭାବେ ଦାଇତ୍ୱ ନେଲେ ଶ୍ରୀ ସିତରାମ ଶତପଥି

0
332

ପାରଳାଖେମୁଣ୍ଡି ,୩୧/୮/୧୯,ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଭାବେ ଦାୟିତ୍ବ ନେଲେ ଶ୍ରୀ ସିତରାମ ଶତପଥୀ । ଶ୍ରୀ ଶତପଥୀ ଏଠାକୁ ଆସିବା ପୂର୍ବ ରୁ ଛତ୍ରପୁର ରେ ଏଏସପି ଭାବେ କାର୍ଯ୍ୟ କରି ବହୁ ପ୍ରଶଂସିତ କୋଇଥିଲେ । ବିଗତ ଦିନ ୨୦୦୨ ରୁ ୨୦୦୫ ପଯ୍ୟନ୍ତ ପାରଳାଖେମୁଣ୍ଡି ଥାନା ରେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରି ଏଠାରେ ସୁନାମ ଅର୍ଜନ କରିଥିଲେ । ଶ୍ରୀ ଶତପଥି ଏଠାରେ ASP ଦାୟିତ୍ୱ ଗ୍ରହଣ କରିଥିବାରୁ ଗଜପତି ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀ ଗରୁଡ ଧ୍ଵଜ ଚୌଧରୁ ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ସମ୍ପାଦକ କୃଷ୍ଣ କୁମାର ବେହେରା କଷାଧ୍ୟକ୍ଷ ରଶ୍ମିରଞ୍ଜନ ମିଶ୍ର ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ ବାପି ପଣ୍ଡା ଶିଶିର ଗୌଡ଼ ପ୍ରବୀଣ ଲିମା ଶିବାଜୀ ପଟ୍ଟନାୟକ ବିବେକାନନ୍ଦ ବେହେରା ଓସହ ଅନ୍ୟ ସାମ୍ବାଦିକ ଅଭିନନ୍ଦନ ଜଣେଇବା ସଂଗେ ସଂଗେ ଗଜପତି ଜିଲ୍ଲାରେ କାର୍ଯ୍ୟ ରତ ସାମ୍ବାଦିକ ମାନକୁ ସୁରକ୍ଷା ଦେବା ନେଇ ସାହାଯ୍ୟ ଓ ସହଯୋଗ ଯୋଗେଇଦେବା ନିମନ୍ତେ ଉଚିତ ପଦକ୍ଷେପ ନେବେ ବୋଲି ଆଶାବ୍ୟକ୍ତ କରିଛନ୍ତି

LEAVE A REPLY

Please enter your comment!
Please enter your name here