ବ୍ରହ୍ମପୁର : ଉପଖଣ୍ଡ ସ୍ତରୀୟ ରାଜସ୍ବ ସମୀକ୍ଷା ବୌଠକ

0
281

ବ୍ରହ୍ମପୁର, ୧/୯/୧୯; ଆଜି ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଏକ ଗୁରୁତ୍ବପୂର୍ଣ୍ଣ ଉପଖଣ୍ଡ ସ୍ତରୀୟ ରାଜସ୍ବ ସମୀକ୍ଷା ବୌଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୌଠକ ରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ନିଷ୍ପତ୍ତି ନିଆଯାଇଛି। ଜମିକିଣା,ବିକା, ସମସ୍ତ ରାଜସ୍ବ କାର୍ଯ୍ୟଳୟ ରେ ନାମ ଫଳକ ଲଗେଇବା, ପାଚେରୀ ନିର୍ମାଣ କରିବା, ଗୁରୁତ୍ବପୂର୍ଣ୍ଣ ସରକାରୀ ଜମି କୁ ପାଚେରୀ ନିର୍ମାଣ କରିବା ଜମିପଟ୍ଟା ଠିକ୍ ସମୟରେ ରୟତି ଆବେଦନକାରୀ ଙ୍କୁ ପ୍ରଦାନ କରିବା ଇତ୍ୟାଦି ବିଷୟ ରେ ଆଲୋଚନା କରାଯାଇଥିଲା।ଏହି ବୌଠକ ରେ ସମସ୍ତ ଉପଖଣ୍ଡ ସ୍ତର ର ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ବ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here