ଗୋଷାଣୀ ପଂଚାୟତ ସମିତି ବୈଠକ

0
227

ପାରଳାଖେମୁଣ୍ଡି ୭.୯ .୨୦୧୯ – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସ୍ଥିତ ଶ୍ରୀ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ବୈଠକ ଗୃହ ରେ ଗୋଶାଣି ପଂଚାୟତ ସମିତି କାର୍ଯ୍ୟଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ବ୍ଲକ ଅଧକ୍ଷା ch ତରେକେଶ୍ୱରୀ ସଭାପତିତ୍ୱ କରିଥିବା ବେଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ବିଭିର୍ଣ ଉର୍ଣ୍ଣାୟନ ମୂଳକ କାର୍ଯ୍ୟ ଉପରେ ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ରେ ମୁଖ୍ୟତ ଗୋଶାଣି ଠାରେ ଥିବା ଛତୁଆ ଉତ୍ପାଦନ କୁ ନେଇ ସିଡିପିଓ ଗୌରୀ ନାୟକ ଙ୍କୁ ପଂଚାୟତ ର ବିଭିର୍ଣ ପ୍ରତିନିଧି ମାନେ ପ୍ରଶ୍ନ ପଚାରିଥିଲେ । ଗୋଶାଣୀ ବ୍ଲକ ରେ ବିଭିର୍ଣ ଉର୍ଣ୍ଣାୟନ ମୂଳକ କାର୍ଯ୍ୟ ସମିତି ଅଧକ୍ଷା ଏକତରଫା ଭାବେ କରୁଛନ୍ତି ବୋଲି ବିଭିନ୍ନ ପ୍ରତିନିଧି ପ୍ରଶ୍ନ ଉଠାଇଥିଲେ । ମୁଖ୍ୟତ ବଡ଼କତୁରୁ ଠାରୁ ଏକ ଅଣ୍ଡାମେଣ୍ଟ ଜାଗ ଉପରେ କିପରି ସରକାରୀ ଅନୁଦାନ ଜଣେ ବ୍ୟକ୍ତି ଙ୍କ ଦ୍ଵାରା ଖର୍ଚ୍ଚ ହୋଇଛି ତାହା ନେଇ କତଲକୋଇଠା ର ସମିତି ସଭ୍ୟ ଭାସ୍କର ବିଶ୍ୱାଳ ପ୍ରଶ୍ନ କରିଥିଲେ । ସେହିପରି ଗତ ତିତିଲି ବାତ୍ୟା ରେ ସରକାର ପକ୍ଷରୁ ମିଳିଥିବା ବିଭିନ୍ନ ସହାୟତା ରାଶି ଏବଂ ସୋହାଜଗ ବିଭିର୍ଣ ପଞ୍ଚାୟ ସ୍ତରରେ ସଠିକ ଭାବେ ପ୍ରଦାନ କରାଯାଇନଥିବା କୁହାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଗୋଶାଣି ବ୍ଲକ ଉପାଧ୍ୟକ୍ଷ ଡିଲେଶ୍ବର ରାଓ ଜିଲାପରିସ ଦ ସଭ୍ୟ ଜି ଶ୍ରୀଧର ସଭ୍ୟ ବିମଳା ସାମଲ ସମିତି ସଭ୍ୟ ବି ବାଲରାଜୁ ସରପଞ୍ଚ M କ୍ରିଷ୍ଣା s ବାଲରାଜୁ ବ୍ଲକ ଉର୍ଣ୍ଣାୟନ ଅଧିକାରୀ ସଂଗ୍ରାମ କେଶରୀ ପଣ୍ଡା ପ୍ରମୁଖ ଙ୍କ ସହ ବିଭିର୍ଣ ବ୍ଲକ୍ ସ୍ତରିୟରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here