ଦିଗପହଣ୍ଡି ରୁ ୮ ଜୁଆଡ଼ି ଗିରଫ

0
206

 

ଦିଗପହଣ୍ଡି (ନିପ୍ର) ରବିବାର ଦିନ କୈଣସି ବିଶେଷ ସୂତ୍ରରୁ ଖବର ପାଇ ଦିଗପହଣ୍ଡି ପୋଲିସ୍ ସୁନାରି ସାହିରେ ଏକ ଘର ଭିତରେ ଲାଗିଥିବା ଜୁଆ ଖେଳ ଉପରେ ଚଢ଼ାଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରି ସୋମାନଙ୍କ ପାଖରୁ ନଗଦ ୨୯,୬୦୦ ଟଙ୍କା ଜବତ କରିଛ। ସୋମାନେ ହେଲ ବିଶ୍ବନାଥ ଗୈାଡ, ଭି. ଶାମ୍ବସୁନ୍ଦର ରାଜୁ, କମଳାକାନ୍ତ ତ୍ରିପାଠୀ, ଦିଲିପକୁମାର ସାହୁ, ବିଚିତ୍ର ବେହେରା, କୃଷ୍ଣଚନ୍ଦ୍ର ସେଠୀ, ବାବୁଲା ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ମିଶ୍ର, ସମସ୍ତଙ୍କୁ କେସନଂ ୧୮୪/୧୯ ରେ ମକଦ୍ଦମା ରୁଜୁ କରିଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here