ଗଳ୍ପ ସଂକଳନ ” ଅଳ୍ପ ରେ ଗଳ୍ପ” ଉନ୍ମୋଚିତ

0
164

ବ୍ରହ୍ମପୁର,୨୨/୯- ଯୁବ ଆଇନଜୀବୀ ପ୍ରୀତ ବାସ ପଣ୍ଡା ଙ୍କ ଗଳ୍ପ ସଂକଳନ “ଅଳ୍ପ ରେ ଗଳ୍ପ ” ର ଉନ୍ମୋଚନ ଉତ୍ସବ ଆଜି ବ୍ରହ୍ମପୁରସ୍ଥିତ ହୋଟେଲ ତନ୍ଦୁରୀ-ଇନ, ଷ୍ଟେସନ ରୋଡ ଠାରେ ଆୟୋଜନ ହୋଇଯାଇଛି, ଏହି ଉଛବ ରେ ପ୍ରକାଶକ କୂରେସୁ ପଣ୍ଡା, ଆଇନଜୀବି ଭଗବାନ ସାହୁ, ଶିଶିର ପଢି, ସୁଧାଂଶୁ ପଣ୍ଡା, ସାମ୍ବାଦିକ ନରସିଂହ ସାହୁ, ଅମ୍ବିକା ପ୍ରସାଦ ଦାସ, ଜିତେନ୍ଦ୍ର ମହାପାତ୍ର, ସୁଦର୍ଶନ ନାୟକ ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ଶିକ୍ଷାବିତ ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଅତିଥି ଭାବରେ ଯୋଗ ଦେଇଥିଲେ…
ଏହି ଆଲୋଚନା ରେ ବରିଷ୍ଠ ଆଇନଜୀବି ରବି ପାଣିଗ୍ରାହୀ, ନିରଞ୍ଜନ ନାୟକ, ଅଜିତ ସାହୁ. ପି. ନରସିଂହ ପତ୍ର, ରାମ କୁମାର, ପ୍ରଫୁଲ୍ଲ ଜଗନ୍ନାଥ ପାଢି, ଶ୍ରୀକାନ୍ତ ପଟ୍ଟନାୟକ, ପ୍ରଫୁଲ୍ଲ ଗୌଡ଼, ସଞ୍ଜୟ ମିଶ୍ର, ଅନିଲ ସାହୁ, କମଲ ଡାକୁଆ, ଜବାହର ଲାଲ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ସାହୁ, ଚିତ୍ତ ରଞ୍ଜନ ଶତପତି,କୈଳାସ ପାଣିଗ୍ରାହୀ କିରଣ ମଣ୍ଡଳ, ଲଳିତ ମଙ୍ଗରାଜ, ଦିଲ୍ଲୀପ ତ୍ରିପାଠୀ, ପୂର୍ଣ୍ଣ ଚନ୍ଦ୍ର ହୋତା, ସୋନୁ ପଢି ପ୍ରମୁଖ ଯୋଗ ଦେଇ ଥିଲେ

LEAVE A REPLY

Please enter your comment!
Please enter your name here