ବିଶାଳ କର୍ମଚାରୀ ସମାବେଶ ଓ ଧାରଣା

0
182

ଭୂବନେଶ୍ୱର, ୨୪/୯- ରାଜ୍ଯ ସରକାରୀ କର୍ମଚାରୀ ଓ ଶିକ୍ଷକ ମାନଙ୍କ ୭ ଦଫା ଦାବୀ ଅବିଳମ୍ବେ ସମାଧାନ କରିବା ଦାବୀ ରେ ଓଡ଼ିଶା ରାଜ୍ଯ ସରକାରୀ କର୍ମଚାରୀ ସମନ୍ବୟ ସମିତି ପକ୍ଷ ରୁ ଆଜି ବିରାଟ କର୍ମଚାରୀ ସମାବେଶ ଅନୁଷ୍ଠିତ ହୋଇଥିଲା। ମାଷ୍ଟର କ୍ୟାଣ୍ଟିନ ଠାରୁ ଶୋଭାଯାତ୍ରା ଆରମ୍ଭ କରାଯାଇ ମାନ୍ୟବର ମୂଖ୍ଯମନ୍ତୀ ଙ୍କ ଉଦ୍ଦେଶ୍ଯ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ସମିତି ର ସଭାପତି ଲିଙ୍ଗରାଜ ମହାନ୍ତି, କାର୍ଯ୍ୟକାରୀ ସଭାପତି ସୁର୍ଦଶନ ପ୍ରଧାନ, ସଂପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସାହୁ, ସାଧାରଣ ସଂପାଦକ ନରୋତ୍ତମ ପାର୍ଥସାରଥି ସମେତ ବହୁ ଶହ ଶହ କର୍ମଚାରୀ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ

LEAVE A REPLY

Please enter your comment!
Please enter your name here