ଜାତୀୟ ଟେଂନିସ ବଲ କ୍ରିକେଟ ପ୍ରତିଯୋଗିତା ପାଇଁ ଦଳ ଚୟନ.

0
171

 

ବ୍ରହ୍ମପୁର, ୨୮/୯– ଆସନ୍ତା ଅକଟୋବର ମାସ ୨ ଠାରୁ ୫ପଯ୍ୟନ୍ତ  ନାଗପୁର ଠାରେ  ୨୭ ତମ ଜୁନିଅର ଜାତୀୟ ଟେଂନିସି  ବଲ  କ୍ରିକେଟ ପ୍ରତିଯୋଗିତା ଅୟୁଜିତ ହେଉଛି ଓଡିଶା ଦଳ ଆଜି ଖେଳାଳି ନା ପ୍ରକାଶ କରିଅଛି. ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮୦ ଜଣ ବାଳକ /ବାଳିକା  ଖେଳାଳି ଅଂଶ ଗ୍ରହଣ କରିଥିଲେ ସେଥିମଧ୍ୟରୁ ୩୦ ଜଣ ଓଡିଶା ଦଳରେ ସ୍ଥାନ ପାଇଛନ୍ତି. ବାଳକ ଦଳ – ରାହୁଲ ମୁଖି ( ଦେଓଗଡ ), ଆଶିଷ କୁମାର ମହାନ,  ଜ୍ଞାନ ରଞ୍ଜନ ପୃଷ୍ଟି ( ଖୋରାଦ ), ଶ୍ରୀତମ ମହାନ୍ତି, ଲଷ୍ମୀଧର ମହାରଣା, ସମେରସ ପାତ୍ର ( ଭଦ୍ରକ ), ଦିବ୍ୟକୃତି ପଟନାୟକ ( ଭୁବନେଶ୍ୱର ), ପ୍ରୟାସ ପରିଡା, ବିକାଶ ବେହେରା, ସତ୍ୟ ଶୁଭମ ସାହୁ ( ବ୍ରହ୍ମପୁର ), ଚିନ୍ମୟ ପାଲା ( ଗଞ୍ଜାମ ), ଅଭିଷେକ ରେଡ୍ଡୀ, ଜେସୀମ ଦିଗଲ ( କନ୍ଧମାଳ ), ମାଣଜୀତ ଖୁରା, ଲେମ୍ବୁଧାର ନାୟକ ( ନବରଙ୍ଗପୁର ).

ବାଳିକା ଦଳ – ଅପର୍ଣ୍ଣା ରାଣୀ ସାହୁ, ଇତିଶ୍ରୀ ସେଠି, କଳ୍ପନା ହରିଜନ, ବିମଳା ମାଝୀ, ରଂଜିତା ନାୟକ, ଗୀତାଞ୍ଜଳି ନାୟକ, ରୀତିକା ଦିଗଲ, ସଂଘମିତ୍ରା ସାହୁ, ପ୍ରୀତି ସେଠି, ପ୍ରୀତିଲତା ନାୟକ, ଅନିଫ ହିଆଲ, ପ୍ରିୟା ପ୍ରଧାନ, ପାଲବୀ କୁମାରୀ, ନଦିନୀ ନାହାକ, ସୃତି ନାହାକ. ଓଡିଶା ଟେନିସ ବଲ କ୍ରିକେଟ ସଙ୍ଘ ର ସମ୍ପାଦକ ଶିଥିଳ କୁମାର ପଣ୍ଡା, ସହ  ସମ୍ପାଦକ ସୋମନାଥ ପରିଡା,ଯୁଗ୍ମ ସମ୍ପାଦକ ସଂଜୟ ବିଶୋଇ, ଓଡିଶା ଦଳର କୋଚ ଚକ୍ରଧର ମାଝୀ ଓ ରଞ୍ଜନ ନାୟକ  ପକ୍ଷରୁ ଦଳ ଘୋଷଣା କୁ ସଙ୍ଘ ର ସଭାପତି ସୁରଜ ମିଶ୍ର ଅନୁମୋଦ ଦେଇଛନ୍ତିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here