ବିଦାୟ ନେଲେ ମା’ ଗଜଲକ୍ଷ୍ମୀ

0
191

ପାରଳାଖେମୁଣ୍ଡି,୨୧/୧୦– ଦୀର୍ଘ ୯ ଦିନ ଧରି ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରି ସାହି ଛକରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇ ଆସୁଥିଲା। ତେବେ ସୋମବାର ଦିନ ମାଁ’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି। ସନ୍ଧ୍ୟାରେ ଏକ ଆକର୍ଷଣୀୟ ଶୋଭାଯାତ୍ରାରେ, ବାଜା, ନୃତ୍ୟ ମାଧ୍ୟମରେ ମାଁ’ଙ୍କୁ ସହର ପରିକ୍ରମା କରିବା ପରେ ରାଜଗୁରୁ ସାହି ସ୍ଥିତ ସଧରା ବନ୍ଧ ରେ ବିସର୍ଜନ କରାଯାଇଥିଲା।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here