ଆସନ୍ତାକାଲି ସ୍କୁଲ ଛୁଟି

0
1873

ବ୍ରହ୍ମପୁର,୨୪/୧୦-ଲଗାଣ ବର୍ଷାକୁ ଆଖିଆଗରେ ରଖି ଆସନ୍ତାକାଲି ୨୫/୧୦/୨୦୧୯ ତାରିଖ ଗଞ୍ଜାମ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । କିନ୍ତୁ ସ୍କୁଲରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here