ରାଷ୍ଟ୍ରୀୟଏକତା ଦିବସ ରେ ରକ୍ତଦାନ କଲେ ଯୁବକ

0
195

ବ୍ରହ୍ମପୁର, ୩୧/୧୦-ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ ଜୟନ୍ତୀ, ଆଜି ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି, ଦେଶବ୍ୟାପୀ ଏକତା ପାଇଁ ଦୌଡ଼ ବା ‘ରନ୍ ଫର ୟୁନିଟି’ କାର୍ଯ୍ୟକ୍ରମ, ଭିତ୍ତିରେ ଦେଶ ସାରା ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଏହାକୁ ନିଆରା ରୂପେ ପାଳନ କରିଛନ୍ତି ବ୍ରହ୍ମପୁର ଗଣଯୋଗାଯୋଗ ବିଭାଗ ପ୍ରଥମ ବର୍ଷ ର ତିନି ଛାତ୍ର ବାରାନିଧି ପାତ୍ର, ସୁମିତ ସାହୁ, ଓ ବିକାଶ, ବ୍ରହ୍ମପୁର ରକ୍ତଭଣ୍ଡାର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ରକ୍ତଦାନ କରିଥିବା ଏହି ତିନି ଯୁବକ ରାଷ୍ଟ୍ରୀୟ ଏକତା ଦିବସ ରେ ଦେଇଥିବା ରକ୍ତ ଯେକୌଣସି ସମ୍ପ୍ରଦାୟ ର ଲୋକ ପାଇଁ କାମ ରେ ଲାଗିବ, ଏହା ହିଁ ପ୍ରକୃତ ଏକତା କହି ଖୁସିବ୍ୟକ୍ତ କରିଛନ୍ତି, ଯୁବକ ଙ୍କ ଏହି ଏହି ଉଦ୍ୟମ କୁ ସାଧାରଣ ରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here