ବାଲିଆପାଳ ଥାନା ଆଇଆଇସି ରଣଜିତ କୁମାର ସାହୁ ନିଲମ୍ବିତ

0
219

ଭୂବନେଶ୍ୱର, ୨୦/୧୧-ବାଲେଶ୍ୱର ଜିଲ୍ଲାର ବାଲିଆପାଲ ଥାନା ଆଇଆଇସି ରଣଜିତ କୁମାର ସାହୁ ଆଜି ନିଲମ୍ବିତ ହୋଇଛନ୍ତି। ଦୀର୍ଘ ଦିନ ହେବ ସେ ଅଫିସକୁ ଆସୁ ନ ଥିବା ଏବଂ ବରିଷ୍ଠ ଅଧିକାରୀଙ୍କ ଫୋନ୍‌ ନ ଉଠାଇବା କାରଣରୁ ଥାନା ଅଧିକାରୀ ରଣଜିତ ସାହୁଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଆଜି ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ ରଣଜିତ କୁମାର ସାହୁ ପୂର୍ବରୁ ଖୋର୍ଦ୍ଧା ଟାଉନ ଥାନା ଆଇଆଇସି ଥିଲେ।

LEAVE A REPLY

Please enter your comment!
Please enter your name here