ବ୍ରହ୍ମପୁର ଡେଭଲପମେଣ୍ଟ କମିଟିର ବୈଠକ

0
167

ବ୍ରହ୍ମପୁର ,୨୪/୧୧- ଆଜି ସ୍ଥାନୀୟ ପାତଳେଶ୍ୱର ମନ୍ଦିର ପରିସରରେ ବ୍ରହ୍ମପୁର ଡେଭଲୋପମେଣ୍ଟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡ଼ାକ୍ତର ରାମହରି ଖଣ୍ଡୁଆଳଙ୍କ ତତ୍ୱବାଧାନରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏହି ବୈଠକ ରେ ନୂତନ ଭାବେ କମିଟି ଗଠନ କରାଯାଇ କର୍ମକର୍ତା ମାନଙ୍କୁ ଚୟନ କରାଯାଇଥିଲା।ବ୍ରହ୍ମପୁର ସହରକୁ ଉନ୍ନତି ଦିଗରେ ଆଗେଇ ନେବା ସହ ସମାଜରେ ରହିଥିବା ଅସହାୟ ଲୋକଙ୍କୁ କିଭଳି ସାହାର୍ଯ୍ୟ କରାଯାଇପାରିବ ସେ ନେଇ ସଂଗଠନ ପକ୍ଷରୁ ସମସ୍ତ ସାହାର୍ଯ୍ୟ ଯୋଗାଇଦେବା ଏହି ବୈଠକ ର ମୂଳ ଲକ୍ଷ୍ୟ। ଏହି ଅବସରରେ ପ୍ରଭାକର ସାହୁ, ବିଶ୍ୱ ଦେବ, ଶ୍ରୀନିବାସ ରାଓ, ତ୍ରିନାଥ ମହାରଣା, ରବି ନାରାୟଣ ମହାରଣା, କେ.ନୃଶିଙ୍ଗ ଚନ୍ଦ୍ର ପାତ୍ର, ଶଙ୍କର ପାତ୍ର, ଏସ. ମିନାକ୍ଷୀ, କିଶୋର ଚନ୍ଦ୍ର ନାୟକ, ଙ୍କ ସମେତ ୧୦୦ ରୁ ଉର୍ଦ୍ଧ ଲୋକ ବୈଠକ ରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here