ବ୍ରହ୍ମପୁର, ୨୫/୧୧/୧୯-ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହୋଇଯାଇଛି। ଆଜି ମୋଟ ୧୭୪ ଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ସମସ୍ୟା ୧୬ ଟି ଓ ଗ୍ରାମଭିତ୍ତିକ ସମସ୍ୟା ୧ ଟି ଅନ୍ତର୍ଗତ ଥିବା ବେଳେ,୧୪୦ ଟି ଅଭିଯୋଗ ର ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ରେଡକ୍ରସ ପକ୍ଷ ରୁ ୧୭ ଜଣ ବ୍ଯକ୍ତିଙ୍କୁ ୧ଲକ୍ଷ ୯୭ ହଜାର ଟଙ୍କା ସାହାଯ୍ୟ କରାଯାଇଥିଲା।ଏଥି ରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ,ଆରକ୍ଷୀ ଅଧିୀକକ୍ଷ ପିନାକ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ସମେତ ଉପଖଣ୍ଡ ସ୍ତରୀୟ ସମସ୍ତ ତହସିଲଦାର, ବିଡିଓ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ





