ବାଇକ ସହ ଅଟୋ ଧକ୍କା ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ

0
401

କନ୍ଧମାଳ,୧୨/୦୩/୨୦୨୦ :ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଳାପଡା ପଞ୍ଚାୟତ ନିକଟସ୍ଥ ଉରାକିଆ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଟୋ ନଂ-ଓଆର -୧୨ଏ-୬୫୬୪ ସହ ଏକ ବାଇକ୍ ନଂ-ଓଡି-୯୦୨୯ ଧକ୍କା ହୋବାଫଳରେ ବାଇକ ଆରୋହୀ ଚକ୍ରଧର ସାହୁ ବୟସ ୩୫ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କୁ ସାରଙ୍ଗଡ ମେଡିକାଲକୁ ଅଣାଯାଇଥିଲା ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଓ ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଓ ତାଙ୍କ କର୍ମଚାରୀ ପହଞ୍ଚି ଶବ କୁ ଜବତ କରିବା ସହ ଶବ ବ୍ୟବଛେଦ ନିମନ୍ତେ ପ୍ରେରଣ କରିଥିଲେ।

ରିପୋର୍ଟ-ପ୍ରଶାନ୍ତ କୁମାର ପାତ୍ର ।

LEAVE A REPLY

Please enter your comment!
Please enter your name here