ବେଗୁନିଆପଡା ବଜାର ଅଞ୍ଚଳରେ ଆରମ୍ଭ ହେଲା ବିଶୋଧନ କାର୍ଯ୍ୟକ୍ରମ

0
400

 

ଗଞ୍ଜାମ,୧୩/୦୪/୨୦୨୦ (ଟୁକୁନା ପ୍ରଧାନ) :- ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ରେ କୋଦଳା ଅଗ୍ନିଶମ ବିଭାଗ ତରଫରୁ ବେଗୁନିଆପଡା ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ପରିବା ବଜାର ବସଷ୍ଟାଣ୍ଡ ଏବଂ ବେଗୁନିଆପଡା ବ୍ଲକ କାର୍ଯ୍ୟାଳୟକୁ ବିଶୋଧନ କରାଯାଇଥିଲା। ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଏବଂ ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମାଝୀ ଉପସ୍ଥିତ ହୋଇ କାର୍ଯ୍ୟକୁ ତଦାରଖ କରିଥିଲେ ।

LEAVE A REPLY

Please enter your comment!
Please enter your name here