ଭଲକାମ ପାଇଁ ପୁରସ୍କୃତ ଅଙ୍ଗନବାଡିକର୍ମୀ ରମା ସାହୁ

0
152

ଶେରଗଡ ,୧୪/୦୪/୨୦୨୦: କର୍କଟପୀଡିତା ତଥା ଖଣ୍ଡରା ଗ୍ରାମରେ ଅଙ୍ଗନବାଡି କର୍ମୀ ରୂପେ କାର୍ଯ୍ଯ କରୁଥିବା ରମା ସାହୁ ଭଲକାମ କରି ଏବଂ କରୋନା ର ପ୍ରତିରୋଧ ପାଇଁ ଦିନ ରାତି କାମ ସହ ଜନ ସଚେତନାରେ ଅଗ୍ରଣୀ ଭୂମିକା ତୁଲାଇ ଥିବାରୁ ତାଙ୍କୁ ରାଜ୍ଯସ୍ତର ରେ ପୁରସ୍କୃତ କରାଯାଇଛି।ଏଥି କାର୍ଯ୍ଯ ପାଇଁ ହିଞଳିକାଟୁ ଅଂଚଳରେ ସେ ବେଶ ପ୍ରଶଂସିତ ହୋଇପାରିଛନ୍ତି।ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଙ୍କ ସଂମ୍ପର୍କୀୟ ପୁତୁରା ବୋହୁ। ଏହି ଅବସର ରେ ଡାକ୍ତର ହୃଷୀକେଶ ମହାନ୍ତି ରମା ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ ଦୀର୍ଘଜୀବନ କାମନା କରିଛନ୍ତି ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବାରୁ।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here