ସୁରାଟ ରେ ରହୁଥିବା ପ୍ରବାସୀ ଓଡିଆଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ

0
205

 

ଗଞ୍ଜାମ, ୧୭/୦୫/୨୦୨୦ (ଟୁକୁନା ପ୍ରଧାନ ଗତ କିଛିଦିନ ତଳେ ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ସ୍ଥିତ ସଂଗରୋଧ କେନ୍ଦ୍ର ରେ ମୃତ୍ଯ ବରଣ କରିଥିବା ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା ଙ୍କ ପରିବାର ବର୍ଗକୁ ସାମ୍ବାଦିକ ରୋହିତ ପ୍ରଧାନ ଙ୍କ ଦ୍ଵାରା ସୁରାଟ ଅମୁରୋଲୀ ନୀକଟ ଅଞ୍ଜନୀ ସ୍ଥିତ ରହୁଥିବା ପ୍ରବାସୀ ଓଡ଼ିଆ ସମାଜ ସେବୀ ଗଙ୍ଗାଧର ସାହୁ ଙ୍କ ନେତୃତ୍ୱରେ ସଙ୍କର୍ଷଣ ପ୍ରଧାନ, ସମୀର ପ୍ରଧାନ, ପ୍ରଦୀପ ଭୂୟାଁ, ଭଗବାନ ପ୍ରଧାନ ଏବଂ ଭଞ୍ଜ ମଳୀକ କିଛି ଅର୍ଥ ରାଶି ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here