ସିନ୍ଧେକେଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

0
166

 

ବଙ୍ଗୋମୁଣ୍ଡା, ୨୫/୦୫/୨୦୨୦( ଅମରେନ୍ଦ୍ର ନନ୍ଦ ):-ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ସିନ୍ଧେକେଲା ଅସ୍ଥାୟୀ ସ୍ବାସ୍ଥ୍ଯ ଶିବିର ରେ ଥିବା ମୁମ୍ବାଇ ଫେରନ୍ତା ୨୫ ବର୍ଷୀୟ ଯୁବକଠାରେ କରୋନା ସଂକ୍ରମଣ ହୋଇଥିବା ଜଣାଯାଇଛି l ଲକ୍ଷଣ ଜାଣିବାପରେ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଛି ବୋଲି ସିନ୍ଧେକେଲା ସରପଞ୍ଚ ରାଜା ଥନାପତି ସୂଚନା ଦେଇଛନ୍ତି l ଏହାକୁ ଭିତ୍ତି କରି ସିନ୍ଧେକେଲା ପଞ୍ଚାୟତର ଗାଁ ଗୁଡିକୁ ପ୍ରଶାସନ ପକ୍ଷରୁ ସଟ୍ ଡାଉନ କରାଯାଇଛି l

LEAVE A REPLY

Please enter your comment!
Please enter your name here