ଗଜପତି : ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ନୁଆଁ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି୩୫

0
174

 

ପାରଳାଖେମୁଣ୍ଡି,୦୮/୦୮/୨୦(ପ୍ରଭାତ କୁମାର ପାତ୍ର )ଗଜପତି ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ନୁଆଁ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୫, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୩ , ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କମଧ୍ୟରେ ପାରଳାଖେମୁଣ୍ଡି ମୁନିସିପାଲିଟି ଅଞ୍ଚଳର ୧୨,ଗୁମ୍ମା ଓ ଗୋଷାଣି ବ୍ଳକ ଅଞ୍ଚଳର ୦୮ ଟି ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କାଶୀନଗର ବ୍ଳକ ଅଞ୍ଚଳର ଜଣେ , ମୋହନା ବ୍ଲକ ଅଞ୍ଚଳର ଦୁଇ ଜଣ, ନୁଆଁଗଡ ଅଞ୍ଚଳର ୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବା ସମୟରେ ୩୧ଏବଂ ପୁର୍ବ ସଙ୍କ୍ରମିତ ସଂସ୍ପର୍ଶରେ ଆସି ୦୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣେ କୋରନା ଯୋଦ୍ଧା ରହିଛନ୍ତି ।

LEAVE A REPLY

Please enter your comment!
Please enter your name here