ରାଜ୍ୟ ରେ ଆଜି ଆଉ ୨୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଏହା ସହ ଆଜି କରୋନା ନେଲା ୯ ଜୀବନ

0
157

ଭୂବନେଶ୍ୱର,୧୮/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ଆଜି ରାଜ୍ୟରେ ଆଉ ୨୨୩୯ ଜଣ କୋରୋନା ରୋଗୀ ଚିହ୍ନଟ ।ସଙ୍ଗରୋଧ କେନ୍ଦ୍ରରୁ ୧୪୧୬
ସ୍ଥାନୀୟ ଅଞ୍ଚଳରୁ ୮୨୩ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥି ମଧ୍ଯ ରୁ ଖୋର୍ଦ୍ଧାରୁ ସର୍ବାଧିକ ୪୧୯,ଗଞ୍ଜାମ ରୁ ୨୪୬ ଚିହ୍ନଟ ହୋଇଛନ୍ତି।
ଆଜି ରାଜ୍ଯରେ ନୂଆ ୨୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୧୬ ଓ ଅନ୍ୟ ୮୨୩ ଜଣ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡ଼ିଛି ।ରାଜ୍ଯରେ ଏଯାବତ୍ ୧୦,୦୯,୪୫୪ ଟି କରୋନା ଟେଷ୍ଟ ହୋଇଛି ଏଥିମଧ୍ୟରୁ ୬୪,୫୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଭାବରେ ଏଯାବତ୍ ରାଜ୍ଯରେ ୪୩,୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ସହ ଆଜି ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ।ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଛି।

Covid-19 Report For 17th August

New Positives Cases: 2239
In quarantine: 1416
Local contacts: 823

(Details of local contacts will be shared by concerned District Administration)

District Wise Cases

1. Angul: 6
2. Balasore: 130
3. Bargarh: 51
4. Bhadrak: 73
5. Balangir: 66
6. Boudh: 53
7. Cuttack: 117
8. Dhenkanal: 36
9. Gajapati: 42
10. Ganjam: 246
11. Jagatsinghpur: 26
12. Jajpur: 75
13. Jharsuguda: 13
14. Kalahandi: 21
15. Kandhamal: 90
16. Kendrapada: 7
17. Keonjhar: 72
18. Khurda: 419
19. Koraput: 91
20. Malkangiri: 55
21. Mayurbhanj: 80
22. Nawarangpur: 14
23. Nayagarh: 147
24. Nuapada: 8
25. Puri: 40
26. Rayagada: 120
27. Sambalpur: 53
28. Sonepur: 24
29. Sundargarh: 64

New Recoveries: 1503
Cumulative Tested: 1009454
Positive: 64533
Recovered: 43779
Active Cases: 20339

LEAVE A REPLY

Please enter your comment!
Please enter your name here