ବଲାଙ୍ଗୀର ଜିଲ୍ଲା କଂଗ୍ରେସ ସଭାପତି ହେଲେ ଦିଲିପ

0
151

 

ବଲାଙ୍ଗୀର /ବଙ୍ଗୋମୁଣ୍ଡା,୧୮/୧୦/୨୦୨୦:-ଭାରତୀୟ ଜାତୀୟ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ବଲାଙ୍ଗୀର ଜିଲାରେ ଦ୍ୱିତୀୟ ଥର ପାଇଁ ଜିଲ୍ଲା କଂଗ୍ରେସର ସଭାପତି ଭାବେ ଦିଲିପ କୁମାର ବେହେରା ମନୋନୀତ ହୋଇଛନ୍ତି l ନିଜର କାର୍ଯ୍ୟଶୈଳୀ, ସଂଗଠନ କୁ ଦୃଢ କରିବା ଓ ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ଦିଲିପ ବେହେରା ଉପରେ ଦଳ ଭରସା କରି ପୁଣି ଥରେ ସଭାପତି ଭାବେ ମନୋନୀତ କରିଛନ୍ତି lଯାହାଦ୍ଵାରା କଂଗ୍ରେସ କର୍ମୀମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l

LEAVE A REPLY

Please enter your comment!
Please enter your name here