ବିଜେପି ପକ୍ଷରୁ ଭାରତୀୟ ସମ୍ବିଧାନ ଦିବସ ପାଳିତ

0
151

ବ୍ରହ୍ମପୁର,୨୬/୧୧/୨୦୨୦( ଟୁକୁନା ପ୍ରଧାନ) -:ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲି ମଣ୍ଡଳ ଓ ପୁରୁଷୋତ୍ତମପୁର ମଣ୍ଡଳ ରେ ପୃଥକ ପୃଥକ ଭାବେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ସମ୍ବିଧାନ ର ପ୍ରଣୟତା ଡଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପ ମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏଥିରେ ବି ଜେ ପି ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଅରୁଣ କୁମାର ପଣ୍ଡା, ଆଛୁଲି ମଣ୍ଡଳ ସଭାପତି ମାନସ ରଞ୍ଜନ ଗଉଡ, ପୁରୁଷୋତ୍ତମପୁର ମଣ୍ଡଳ ସଭାପତି ମନୋରଞ୍ଜନ ମହାପାତ୍ର, ଶିବ ପାଢୀ, ମଙ୍ଗରାଜ ବେହେରା, ପ୍ରକାଶ ବେହେରା, ଲିଟନ୍ ଦାଶ, ଯୋଗେନ୍ଦ୍ର ଗଉଡ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here