ମହାରାଜା କୃପାଳୁଜୀ ଙ୍କ ମହପ୍ରୟାଣ ଅବସରେ ବୃଦ୍ଧା ଓ ବୃଦ୍ଧ ଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ।

0
275

ଶେରଗଡ,୨୭/୧୧/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି)ମହାରାଜା କୃପାଳୁଜୀ ଙ୍କ ମହାପ୍ରୟାଣ ଦିବସ ଅବସରରେ ଆଜି ବ୍ରହ୍ମପୁର ଲୋଚାପଡାସ୍ଥିତ ଓଁ ଜରାଶ୍ରମର ଅନ୍ତୋବାସିନୀ ୨୬ ଜଣ ବୃଦ୍ଧ ଓ ବୃଦ୍ଧା ଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମହେନ୍ଦ୍ର କଳା ସାହିତ୍ଯ ସଂସଦର ସଂପାଦିକା ଜୋତ୍ସାରାଣୀ ପଣ୍ଡା,ଡାକ୍ତର ବିଜୟ ଲକ୍ଷ୍ମୀ ପଣ୍ଡା, ଡାକ୍ତର ହୃଷୀକେଶ ମହାନ୍ତି, ଶିକ୍ଷାବିତ୍ କହ୍ନେଇ ପଣ୍ଡା, ଡକ୍ଟର ନିବେଦିତା ପଣ୍ଡା ,ଅଂଶୀକପ୍ରିୟଦର୍ଶୀ ପଣ୍ଡା, ପ୍ରମିତା ପଣ୍ଡା, ବିଶ୍ୱନାଥ ପଣ୍ଡା ଓ ଜରାଶ୍ରମ ପରିଚାଳିକା ମିନତି ରାଓ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here