ଶେରଗଡ ରେ କୋଭିଟ ସଚେତନତା ରଥ ପରିକ୍ରମା

0
230

ଶେରଗଡ,୨୭/୧୨/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି ) ଗଞ୍ଜାମ ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତି କ୍ରମେ ଆଜି ଶେରଗଡ ବ୍ଲକ ର ବିଭିନ୍ନ ଅଂଚଳରେ କୋଭିଟ ସଚେତନତା ରଥ ପରିକ୍ରମା କରି ଲୋକକଳା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଛି ।ବିଡିଓ ସୁରଞ୍ଜନ ସାହୁଏହି ରଥ କୁ ସୁବୁଜ ପତକା ପ୍ରଦର୍ଶନ କରି ପରିକ୍ରମାର ଶୁଭାରମ୍ଭ କରିଛନ୍ତି ।କରୋନା ର ୨ୟ ଲହର ପ୍ରତି ଜନସାଧାରଣ ସତର୍କ ରହିବା ସହ ନିୟମିତ ହାତଧୂଆ ଓ ମାକ୍ସ ବ୍ଯବହାର ଜାରୀ ରଖିବା ପାଇଁ ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here