ସାମ୍ବାଦିକ ଙ୍କ ମାତୃ ବିୟୋଗ

0
110

ବ୍ରହ୍ମପୁର, ୧୪/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଦୈନିକ ଖବରକାଗଜ “ପ୍ରମେୟ” ର ବ୍ରହ୍ମପୁର ପ୍ରତିନିଧି ପ୍ରହଲ୍ଲାଦ ସାହୁ ଙ୍କ ମାତା ଶ୍ରୀମତୀ ଅଭିମତି ସାହୁ ଙ୍କ ୬୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସାଧୀନ ଥିବା ବେଳେ ଆଜି ସଂନ୍ଧ୍ଯା ରେ ତାଙ୍କର ମୁତ୍ଯୁ ଘଟିଛି। ତାଙ୍କର ମର ଶରୀର କୁ ନିଜ ଗ୍ରାମ ଆସ୍କା ନିକଟସ୍ଥ କେ. ନୂଆଗାଁ କୁ ନିଆଯାଇଥିବା ଜଣାପଡିଛି। ସେ ଦୀର୍ଘ ଦିନ ଧରି କିଡନି ରୋଗ ରେ ପୀଡିତ ଥିଲେ।ଶ୍ରୀମତି ଅଭିମତି ସାହୁ ଙ୍କ ମରଶରୀର ର ନିକଟରେ ସ୍ବାମୀ,୨ ପୁଅ, ୩ ଝିଅ ଉପସ୍ଥିତ ଥିଲେ।ତାଙ୍କର ମୁତ୍ଯୁ ଖବର ଏଠାରେ ପହଞ୍ଚିବା ପରେ ସାମ୍ବାଦିକ ମହଲ ରେ ଶୋକ ର ଛାୟା ଖୋଲିଯାଇଛି।

LEAVE A REPLY

Please enter your comment!
Please enter your name here