କରୋନା ଟୀକାକରଣ ପାଇଁ ଅଙ୍ଗନବାଡିକର୍ମୀ ସଂଘ ପକ୍ଷରୁ ସ୍ୱାଗତ

0
132

ଶେରଗଡ,୧୮/୦୧/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) କରୋନା ଯୋଦ୍ଧା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୁଲିସ୍, ଅଙ୍ଗନବାଡି କର୍ମୀ ,ସାମ୍ବାଦିକ, ଆଶା, ବରିଷ୍ଠ ନାଗରିକ ମାନଙ୍କୁ କରୋନା ପ୍ରତିରୋଧକ ଟୀକାକରଣ କାର୍ଯ୍ୟ ଆରମ୍ଭ କରି ଥିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ଅଲ୍ ଓଡିଶା ଅଙ୍ଗନବାଡି ଓ ଲେଡିଜ ୱାର୍କରସ ଏସୋସିଏସନ ପକ୍ଷରୁ ଶେରଗଡ ବ୍ଲକ ତଥା ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ରଞ୍ଜିତା ରଥ, ଜିଲ୍ଲା ସଂପାଦିକା ମଞ୍ଜୁବାଳା ପାଣିଗ୍ରାହି ଓ ରାଜ୍ୟ ସଂପାଦିକା ଅମିତା ସାହୁ ଏକ ମିଳିତ ବିବୃତ୍ତିରେ ଧନ୍ଯବାଦ୍ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here