ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଆର୍ ମୁରଲୀ ମୋହନ ଙ୍କ ଜନ୍ମ ଦିନ ନିଆରା ଢଙ୍ଗରେ ପାଳିତ

0
165

ବ୍ରହ୍ମପୁର,୨୦/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଆର୍ ମୁରଲୀ ମୋହନ ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଫ୍ରେଣ୍ଡସ ଫରେଭର୍ ଓ ରାଧାକୃଷ୍ନ ବଣିକ ସଂଘ ପକ୍ଷରୁ ଆୟୋଜିତ କରାଯାଇଥିଲା।ତୁଳସୀ ନଗର ଅଚଂଳବାସୀ,ଜୀବନ ବିନ୍ଦୁ ଓ ରେଡକ୍ରସ ରକ୍ତ ଭଣ୍ଡାର ମିଳିତ ଆନୁକୂଲ୍ୟରେ ଜନ୍ମ ଦିନ କୁ ସ୍କରଣୀୟ କରିବା ପାଇଁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ସକାଳ ୮ ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ୪୪୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଅତିଥି ଭାବେ ବିଧାୟକ ବିକ୍ରମ ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍ଲାର ଜୀବନ ବିନ୍ଦୁ ସଂଜଯୋକ ସୁଭାଶଚନ୍ଦ୍ର ମହାରଣା,ସମାଜସେବୀ ଅରକ୍ଷିତ ଜେନା,ମୁରଲୀ ମୋହନ ଙ୍କ ମାଆ ଆର୍ ସାବିତ୍ରୀ, ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳାଇ, ମହାନଗର ଯୁବ ବିଜେଡି ସଭାପତି ଅଜିତ ପଣ୍ଡା, ସଂଜିତ ପାଣିଗ୍ରାହୀ, ବିଜେଡି ନେତା ସୁଧିର ରାଉତ,ରଜନିଶ ମିଶ୍ର,କେ ଅନିଲ କୁମାର, ସୁରେନ୍ଦ୍ର ମହାରଣା, ଉମା ନାୟକ, ଜଗନ୍ନାଥ ସାବତ, ପୂର୍ବତନ କର୍ପୋରେଟର ତିରୁପତି ପାତ୍ର, ମମତା ପାତ୍ର, ଅନିଲ ନାୟକ, ଦୁର୍ଗା ପଣ୍ଡା,ରାଜେଶ୍ୱର ବେହେରା, ମମତା ବିଷୋଇ, ପୂର୍ବତନ ଡେପୁଟି ମେୟର ଜୋଷ୍ନା ନାୟକ, ଉମା ନାୟକ, ବରିଷ୍ଠ ବିଜେଡି ନେତା ମାନେ ଯୋଗ ଦେଇଥିଲେ। ମୁରଲୀ ଲୋଚାପଡା ରୋଡ ସ୍ଥିତ ଜରା ନିବାସ,ଏମ୍ କେ ସି ଜି ମେଡିକାଲ ପରିସରରେ ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ରାଧାକୃଷ୍ନ ବଣିକ ସଂଘର କର୍ମକର୍ତ୍ତା ମନୋଜ କୁମାର ସାହୁ,ତିରୁପତି ସୁବୁଦ୍ଧି, ଶ୍ରୀ କାନ୍ତ ପାଣିଗ୍ରାହୀ, ମନୋରଞ୍ଜନ ପଟ୍ଟନାୟକ, ସୀମାଞ୍ଚଳ ପଣ୍ଡା ସରୋଜ ଦାସ,ସୁଶୀଳ ସେନାପତି,କାଳୀଚଣର ତ୍ରିପାଠୀ, ବାବୁ ପଟ୍ଟନାୟକ, ବାବୁଜୀ ସାହୁ, ରାଜୁ ବେହେରା, ଶୀତଳ ଦାସ,ବଦ୍ରି ପଣ୍ଡା ସହଯୋଗ କରିଥିଲେ ।ମହାନଗର ଯୁବ ବିଜେଡି ସଭାପତି ମୁକୁନ୍ଦ ଗୌଡ, ଏମ୍ ରବି କୁମାର, ପ୍ରଶନ୍ନ ଗନ୍ତାୟତ, ଏସ୍ ଏ ଖଳିଲ, ଏଲ୍ ରବି,ୱାଇ ପ୍ରକାଶ ନାଇଡୁ, କେ ରବି, ଆର୍ କ୍ରୀଷ୍ଣା ରେଡ୍ଡି, ଟୁନା ମହାରଣା, ଅଭିନ ସୁନ୍ଦର ବେହେରା, ଅରୁଣ କୁମାର ଗରୁଡ,ଦିଲ୍ଲୀପ ପାତ୍ର,ମିର୍ଜା ଜାୱେଦ ବେଗ, ମୁନ୍ନା ରେଡ୍ଡି, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁରଲୀଙ୍କ ପରିବାରର ମା ଆର୍ ସାବିତ୍ରୀ, ପତ୍ନୀ ଆର୍ ପାଭନୀ, ଭାଇ ଆର୍ ଗିରିଧର, ଆର୍ ରବି ପ୍ରସାଦ, ଆର୍ ସନ୍ନମୂଖା ରାଓ,ଆର୍ କିରଣ,ଆର୍ ଲଳିତା, ଆର୍ ପଦ୍ମା, ଆର୍ ବିମଳା, ଆର୍ ଚିନ୍ମୟୀ, ବଂଶୀ, ପ୍ରଣବୀ, ହନି, ମୋହିତ, ଲକି, ନିଖିଲ, ମିନାକ୍ଷୀ, ମାନ୍ୟଶ୍ରୀ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here