*Breaking* *ବେକରେ ବେଲ୍ଟ ଲଗାଇ ଥାନା ପରିସରରେ ଆତ୍ମହତ୍ୟା କଲା ଅଭିଯୁକ୍ତ*

0
159

ବ୍ରହ୍ମପୁର,୦୩/୦୫/୨୦୨୧:ଆଜି ଗୋଳନ୍ଥରା ଥାନା ଭିତରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ସୁଚନା ମିଳିଛି।ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଉଛନ୍ତି ରଙ୍ଗୀପୁର ଗ୍ରାମର ଗଣେଶ ଡାକୁଆ। ସେ ଥାନା ମଧ୍ୟରେ ବେକରେ ବେଲ୍‌ଟ୍‌ ଗୁଡ଼ାଇ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିଥିବା ଜଣାଯାଇଛି।ଥାନା ପରିସର ମହିଳା ଶିଶୁ ଡେସ୍କ କଠୋରୀରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।ଗୋଣ୍ଡଗୋଳ ମାମଲାରେ ଆଜି ତାଙ୍କୁ ପୁଲିସ ଥାନାକୁ ଆଣି ପଚରା ଉଚୁରା କରୁଥିଲା। ଗଣେଶ ନାମରେ ପୁର୍ବରୁ ଅପରାଧୀକ ମାମଲା ରହିଥିବା ସୁଚନା।

LEAVE A REPLY

Please enter your comment!
Please enter your name here