ତହଁର ସରପଞ୍ଚ ଙ୍କ ପରଲୋକ ।

0
136

ଶେରଗଡ ତା୨୨/୫/୨୧(ଡାକ୍ତର ହୃଷୀକେଶ ମହାନ୍ତି ) ମୂଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ ବ୍ଲକ ତହଁର ପଂଚାୟତ ସରପଂଚ କାମିନୀ ମୂନୀଙ୍କ ର ଆଜି ସକାଳ ବ୍ରହ୍ମପୁର କୋଭିଟ ହସପିଟାଲରେ ପରଲୋକ ଘଟିଛି।କିଛି ଦିନ ପୂର୍ବରୁ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ କୋଭିଟ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।ସ୍ୱର୍ଗତା ମୂନୀ ଙ୍କ ପରଲୋକ ରେ ତହଁର ପଂଚାୟତ ରେ ଶୋକର ଛାୟା ଖେଳିଯାଇଛି । ଗତବର୍ଷ ପ୍ରଥମ ଲହର ସମୟରେ ପଡୋଶୀ ପିତ୍ତଳ ପଂଚାୟତ ର ସରପଞ୍ଚ ରଙ୍ଗବତୀ ବେହରାଙ୍କ ବ୍ରହ୍ମପୁର ଡାକ୍ତର ଖାନା ରେ ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ ଘଟିଥିବାରୁ ଏହି ସ୍ଥାନ ଶୂନ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here