ଗୋଲଣ୍ଡାରେ ବୃନ୍ଦାବନଚନ୍ଦ୍ର ସ୍ବେଚ୍ଛାସେବୀ ଯୁବସଙ୍ଗଠନ ପକ୍ଷରୁ ଆମଗାଁ,ଆମଦାୟିତ୍ଵ କାର୍ଯ୍ୟକ୍ରମ ଅନୁଷ୍ଠିତ

0
145

ଦିଗପହଣ୍ଡି,୧୩/୦୬/୨୦୨୧: ଦିଗପହଣ୍ଡି ବ୍ଳକ, ଖମାରିଗାଁ ଗ୍ରାମପଞ୍ଚାୟତର ଗୋଲଣ୍ଡାଗାଁରେ ଆଜି ବୃନ୍ଦାବନ ଚନ୍ଦ୍ର ସ୍ବେଚ୍ଛାସେବୀ ଯୁବ ସଙ୍ଗଠନର କର୍କମର୍ତ୍ତାମାନଙ୍କ ସହିତ ଯୁବସମାଜସେବୀ ତଥା ଆଇନଜୀବୀ ସଞ୍ଜୟ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଆଜି ଗୋଲଣ୍ଡାଗାଁର ହରିଜନ ସାହିରେ ଘର ଘର ବୁଲି ସମସ୍ତଲୋକମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଅଙ୍ଗନବାଡି ଦିଦି ଓ ଆଶା କର୍ମୀମାନଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଓ ଅମ୍ଳଜାନ ସ୍ତର ମପାଯାଇଥିଲା । ଟୀକାକରଣ ଉପରେ ସଚେତନ କରାଯାଇଥିଲା ।କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ଲୀଳାବତୀ ଆଚାରୀ,ଆଶାକର୍ମୀ ସୁନିତା ସାହୁ, ସ୍ବେଚ୍ଛାସେବୀ ଶିବ କୁମାର ଗୌଡ,ବିଜୟ କୁମାର ସାହୁ,କେଦାରନାଥ ପାଣିଗ୍ରାହୀ,ସୁଶିଲ କୁମାର ପାଣିଗ୍ରାହୀ,ବିଜୟ ଗୌଡ,ସୁମନ ଗୌଡ,ସାର୍ଥକ କର,ସୁନେଶ୍ ଆଚାରୀ,ସୁଜିତ୍ ସାହୁ ଆଦି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here