ଦିବ୍ୟଜ୍ୟୋତି ସାହିତ୍ୟ ସାଂସଦର ପ୍ରଥମ ସାହିତ୍ୟ ଆସର ଅନୁଷ୍ଠିତ

0
162

ଚିକିଟି,୧୫/୦୬/୨୦୨୧ :ଦିବ୍ୟଜ୍ୟୋତି ସାହିତ୍ୟ ସାଂସଦର ପ୍ରଥମ ଆସର ପବିତ୍ର ରଜସଂକ୍ରାନ୍ତି ଅବସରରେ ସୋରଳ ରାଧାକୃଷ୍ଣ ମନ୍ଦିର ପରିସରରେ କୋଭିଡ କଟକଣା ମଧ୍ୟରେ ଏକ ରଜ ସାହିତ୍ୟ ଆସର ଅଧ୍ୟାପକ ପ୍ରକାଶ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଡ଼ଃ ପ୍ରଫୁଲ୍ଲ ମହାନ୍ତି, ଅଧ୍ୟାପକ ମଞ୍ଜୁଳ ବେହେରା, ଲିଟୁ ବେହେରା, ଗୀତାରାଣୀ ବିଶୋଇ, ଲିଙ୍କରେ ଭାଗ ନେଇଥିବାବେଳେ ମଞ୍ଚାସୀନ ଥିଲେ ସୁଶ୍ରୀ ତୁଳସୀ, ଗଣେଶ ବେହେରା, ଅର୍ଜୁନ ବେହେରା, ସଙ୍ଗୀତଜ୍ଞ ହୀନମଣି ବେହେରା, ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଡମ୍ବରୁଧର ବେହେରା,ଜନାର୍ଦ୍ଦନ ଓଡ଼ିଆ ରଞ୍ଜନ କୁମାର ବ୍ରହ୍ମା ପ୍ରମ୍ମୁଖ କବିତା ପାଠ କରିଥିଲେ ହୀନଭାଇ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

LEAVE A REPLY

Please enter your comment!
Please enter your name here