ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ ଓ ତିନିଜଣ ଯୁବକ ଗୁରୁତର

0
162

ଶେରଗଡ,୧୫/୦୯/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଆଜି ଅପରାହ୍ନରେ ଶେରଗଡ ନିକଟସ୍ଥ ତାକରଡା -ଧବଳପୁର ମଝି ରାସ୍ତାରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।ଚାରିଜଣ ଆରୋହି ଗୁରୁତର ଆହତ ହୋଇଛନ୍ତି।ଏମାନଙ୍କୁ ଆମ୍ବୁଲାନସ ଯୋଗୋ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଡାକ୍ତରଖାନା କୁ ନେବା ବେଳେ ରାସ୍ତା ରେ ତାକରଡା ର ସଂପଦ ଦାସ ଙ୍କ ମୃତ୍ଯୁଘଟିଛି।ଅନ୍ଯ ତିନି ଜଣଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here