ଶେରଗଡ : ଯୁବ ସାମ୍ବାଦିକ ଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

0
160

ଶେରଗଡ,୨୬/୦୯/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଓଟିଭି ର ଯୁବ ସାମ୍ବାଦିକ ଅରନ୍ଦିମ ଦାସ ଙ୍କ ଅକାଳ ବିୟୋଗ ରେ ଶେରଗଡ ମିଡିଆ ହାଉସ୍ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପିତ୍ତଳ ଠାରେ ମେଘନାଦ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭା ରେ ବିଦେହି ଆତ୍ମାପ୍ରତି ଗଭୀରଶୋକ ପ୍ରକଟ କରାଯାଇ ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ୱାପନ କରାଯାଇଥିଲା ।ଏଥିରେ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି,ବିଚିତ୍ରା ନନ୍ଦ ମୁନୀ, ଅଶୋକ କୁମାର ଦାଶ, ବିରୁପାକ୍ଷ ବିଷୋୟୀ,ଚନ୍ଦ୍ରଶେଖର ପୃଷ୍ଠି,ଅଖିଳ କୁମାର ପଟ୍ଟନାୟକ , ପ୍ରଫୁଲ କୁମାର ମହାନ୍ତି, ପ୍ରବୀଣ କୁମାର ସ୍ୱାଇଁ, ଶ୍ରୀପଦ କୁମାର ଦାଶ, ଜିତେନ୍ଦ୍ର କୁମାର ମୁନୀ,ସନ୍ତୋଷ ପାଢୀ ,ଅଜିତ ପଣ୍ଡା ,ଶଙ୍କର ପ୍ରଧାନ ଓ ରମେଶ ପ୍ରଧାନ ପ୍ରମୁଖ ଏହି ଶୋକସଭା ରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here