ଜି କେ ଏସ୍ ସଦସ୍ୟଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ

0
218

ବ୍ରହ୍ମପୁର, ୨୯/୧୧/୨୦୨୧ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ପଂଚାୟତ ସଭାଗୃହ ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ କଲ୍ୟାଣ ସମିତି ସଦସ୍ୟଙ୍କ ନିମନ୍ତେ ଏକ ଦକ୍ଷତା ବୃଦ୍ଧି ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ପ୍ରାଥମିକ ଆରୋଗ୍ୟ କେନ୍ଦ୍ର ଆୟୁଷ ବିଭାଗ ଡାକ୍ତର ଡା ସଞ୍ଜୟ କୁମାର ସାହୁ, ଏ ଏନ୍ ଏମ୍ ସିନେମା ନାଥ, ଚିଙ୍ଗୁଡ଼ିଖୋଲ ସରପଞ୍ଚ ପ୍ରତିନିଧି,ଅଙ୍ଗନୱାଡି କର୍ମୀ, ଆଶା କର୍ମୀଙ୍କ ସହ ବିଭିନ୍ନ ସ୍ବେଛାସେବୀ ଏବଂ ଗ୍ରାମବାସୀ ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here