ବ୍ରହ୍ମପୁର,୧୨/୧୨/୨୦୨୧: ଗଞ୍ଜାମ ଅଙ୍ଗାରଗାଁ – ନୂଆଁଗଡ଼ ମୁଖ୍ୟ ରାସ୍ତାରେ ଗୁଳି କାଣ୍ଡ ।
ଗୁଳିମାଡ଼ରେ ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲା ହୁମ୍ମା ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ପୁଷ୍ପ ପ୍ରକାଶ ବେହେରା ।
ତିନି ଲୁଟେରାଙ୍କ ଦ୍ୱାରା ଗୁଳିମାଡ଼ ହୋଇଥିବା ସୂଚନା ।
ତିନି ଜାଗାରେ ବାଜିଛି ଗୁଳି।
ସୁମଣ୍ଡଳ ମେଡ଼ିକାଲ ରେ ଭର୍ତ୍ତି।
ମୋଟର ସାଇକେଲରେ ତିନିଜଣ ଆସିଲେ,ଟଙ୍କା ସହ ପିନ୍ଧିଥିବା ସୁନାମୁଦି ମାଗିଲେ ।
ମନାକରିବାରୁ ଲୁଟେରା କଲେ ଗୁଳିମାଡ଼।
ଟଙ୍କା, ପଲ୍ସର ବାଇକ୍, ଏ ଟି ଏମ୍ କାର୍ଡ ସମେତ ଅନ୍ୟାନ୍ୟ ଜିନିଷ ଧରି ଲୁଟେରା ଫେରାର ।
ବେଗୁନିଆପଡା ଫାଣ୍ଡି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ।





