ବ୍ରହ୍ମପୁର,୧୩/୦୮/୨୦୨୨:
ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରକୁ ଅମୃତ ମହୋତ୍ସବ ନାମରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପି ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଆସ୍କାରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳଙ୍କ ନେତୃତ୍ୱ ଓ ମହାନଗରର ୩ନଂ ୱାର୍ଡ କର୍ପୋରେଟର ସବିତା ସାହୁଙ୍କ ତତ୍ତ୍ୱାବଧାନରେ ଆମ ଅଞ୍ଚଳର ସହୀଦ ଶ୍ରୀ ସୁଶାନ୍ତ ଗୌଡ଼ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସହରର ସବୁଠାରୁ ଜନଗହଳି ଅଞ୍ଚଳରେ ବହୁମାତ୍ରାରେ ମୋଟରସାଇକେଲ ଯୋଗେ ତ୍ରିରଙ୍ଗା ପରିକ୍ରମା ସହ ସଚେତନତା ଶୋଭାଯାତ୍ରା ହୋଇଥିଲା, ଏହି କାର୍ଯ୍ୟକ୍ରମକୁ ସାଫଲ୍ଯ କରିବା ସହ ଯୁବ କାର୍ଯ୍ଯକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟଉପସଭାପତି ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଭୃଗୁବକ୍ସି ପାତ୍ର ଙ୍କ ଉପସ୍ଥିତ ସହ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ସବିତା ସୁଆର ପାଣିଗ୍ରାହୀ, କର୍ପୋରେଟର ନୀଳକଣ୍ଠ ସାହୁ, ରଞ୍ଜିତା ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଏନ. ରାଜେନ୍ଦ୍ର କୁମାର, ପ୍ରଭାତ ଷଡ଼ଙ୍ଗୀ, ଉପସଭାପତି ରାମ କୁମାର ପାତ୍ର, ଶରତ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି କିରଣ କୁମାର ସାହୁ,ସାଧାରଣ ସମ୍ପାଦକ ଶିବଶଙ୍କର ଶତପଥି, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କମଳ କୁମାର ପାତ୍ର,ମଣ୍ଡଳ ସାଧାରଣ ସମ୍ପାଦକ ସୁରେଶ ସାହୁ, ବିଜୟ ଗୋପାଳ,ସୁଦର୍ଶନ ସାହୁ, ଯୁବନେତା ମହେଶ ତ୍ରିପାଠୀ, ମଦନ ସାହୁ, ଅର୍ଜୁନ ଜେନା, ଆନନ୍ଦ ଗୌଡ଼, ସରୋଜ ଦାସ, ମହିଳାମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର, ମଣ୍ଡଳ ସଭାନେତ୍ରୀ ସନ୍ତୋଷୀ ସାହୁ, ନଳିନୀ ସାହୁ, ଡାଃ .ଅମୁଲ୍ୟ ଚୌଧୁରୀ, ବାୟୁସେନା ଅବସରପ୍ରାପ୍ତ ମନୋରଞ୍ଜନ ମହାରଣା, ସମାଜସେବୀ ସନ୍ତୋଷ, କୁମାର ମହାନ୍ତି, ରବୀନ ସାହୁ ବିନୋଦ ସିଂ ଚିନ୍ମୟ ପ୍ରସାଦ ଆଚାର୍ଯ୍ୟ, ଗଜେନ୍ଦ୍ର ଚୌଧୁରୀ,ଚିତ୍ତରଞ୍ଜନ ସାହୁ, ଅଶ୍ୱିନୀ ମିଶ୍ର, ସାଗର ମୂଖୀ, ଗୌରାଙ୍ଗ ବେହେରା,କେ. ରବି ରାଓ, ସମୀର ନାୟକ,ବିନାୟକ ବେହେରା, ଆଦିତ୍ୟ ବେହେରା, କ୍ରିଷ୍ଣା ସାମନ୍ତରାୟ, ବିଶାଳ ସାହୁ, ଟୁକୁନା ସାହୁ, ସନ୍ତୋଷ ସାହୁ, ତୁମ୍ବେଶ୍ୱର ନାୟକ, ସନୁ ସାମଲ, ଶ୍ରୀଧର ନାୟକ, ମନୋଜ ମହାରଣା, ବଳରାମ ସାହୁ, ରାକେଶ ସାବତ, ସୁଶାନ୍ତ ସାହୁ, ଶିବ ପାଣିଗ୍ରାହୀ ଙ୍କ ସହ ବିବିଧକ୍ଷେତ୍ର ଓ ବୁଦ୍ଧିଜୀବି ଉପସ୍ଥିତ ହୋଇ ବଡବଜ଼ାର ଥାନା ଠାରୁ ୨ଚକିଆ ଯାନରେ ଶୋଭାଯାତ୍ରାରେ ବାହାରି ଅଞ୍ଚଳ ତଥା ସହର ପରିକ୍ରମା କରି ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ସମାପ୍ତ ହୋଇଥିଲା।

Home ବ୍ରହ୍ମପୁର ସ୍ପେଶାଳ ବିଜେପି ଆସ୍କାରୋଡ ମଣ୍ଡଳର ତ୍ରିରଙ୍ଗା ପରିକ୍ରମା। ଘରେ ଘରେ ତ୍ରିରଙ୍ଗାର ସଚେତନା ର ବାର୍ତ୍ତା





