ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଘୋଷିତ। ବାଦ ପଡିଲେ ବଡ ନେତା ସମୀର ରଞ୍ଜନ ଦାଶ , ତୁଷାରକାନ୍ତି ବେହେରା

0
96

ଭୂବନେଶ୍ୱର,୦୬/୧୦/୨୦୨୨:
ରାଜ୍ୟର ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ଅରୁଣ ସାହୁ , ଟୁକୁନି ସାହୁ , ରୋହିତ ପୂଜାରୀଙ୍କୁ ମିଳିଲା ପର୍ଯ୍ୟବେକ୍ଷକ ଦାୟିତ୍ୱ । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଲେ ବଡ ନେତା । ମନ୍ତ୍ରୀ ସମୀର ରଂଜନ ଦାଶ , ତୁଷାରକାନ୍ତି ବେହେରା ବାଦ ପଡିଛନ୍ତି । କଟକ ମେୟର ସୁବାସ ସିଂହ , ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ମଧ୍ୟ ବାଦ ପଡିଛନ୍ତି ।ବାଲେଶ୍ୱର- ପ୍ରତାପ କେଶରୀ ଦେବ,ବରଗଡ଼ – ସୁଧିର କୁମାର ସାମଲ,ଭଦ୍ରକ- ପ୍ରଣବ ବଳବନ୍ତରାୟ,ବଲାଙ୍ଗୀର ଓ ଦେବଗଡ଼- ସୁଶାନ୍ତ ସିଂହ,ବୌଦ୍ଧ-ସୌଭାଗ୍ୟ ନାୟକ
କଟକ-ଉଷା ଦେବୀ,ଗଜପତି ଓ ରାୟଗଡ଼ା – ଅତନୁ ସବ୍ୟସାଚୀ ନାୟକ,ଗଞ୍ଜାମ- ପ୍ରଦୀପ କୁମାର ଅମାତ,ଜଗତସିଂହପୁର- ଅରୁଣ କୁମାର ସାହୁ,ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା,ଝାରସୁଗୁଡ଼ା- ସାରଦା ପ୍ରସାଦ ନାୟକ,କଳାହାଣ୍ଡି -ନବ କିଶୋର ଦାସ,କନ୍ଧମାଳ- ବିଜୟ ନାୟକ,କେନ୍ଦ୍ରାପଡ଼ା- ପ୍ରଫୁଲ କୁମାର ମଲ୍ଲୀକ,ଖୋର୍ଦ୍ଧା ଓ ଢେଙ୍କାନଳ-ପ୍ରମିଳା ମଲ୍ଳିକ
କୋରାପୁଟ ଓ ମାଲକାନଗିରି -ଦିବ୍ୟଶଙ୍କର ମିଶ୍ର, ମୟୂରଭଞ୍ଜ ଓ କେନ୍ଦୁଝର -ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର- ଈଶ୍ବର ପାଣିଗ୍ରାହୀ, ନୟାଗଡ଼-ପଦ୍ମନାଭ ବେହେରା, ନୂଆପଡ଼ା- ଟୁକୁନୀ ସାହୁ
ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ
ସୁବର୍ଣ୍ଣପୁର- ରୋହିତ ପୂଜାରୀ
ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ

LEAVE A REPLY

Please enter your comment!
Please enter your name here