ଦିବ୍ୟ ଜୀବନ ସଂଘର ଆଧ୍ୟାତ୍ମିକ ସମାରୋହ

0
155

ବ୍ରହ୍ମପୁର,୨୫/୦୫/୨୦୨୩:ଆଜି କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ଟିକରପଡା ଦିବ୍ୟ ଜୀବନ ସଂଘ ଶାଖାରେ ସ୍ବାମୀ ରାମଦାସନନ୍ଦ ସରସ୍ଵତୀ ଙ୍କ ଅଧ୍ୟକ୍ଷ ତାରେ ଏକ ଦିବ୍ୟ ଜୀବନ ସଂଘ ଶାଖାର ଏକ ଆଦ୍ୟାତ୍ମିକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବାମୀ ଆନନ୍ଦସ୍ୱରୂପା ନନ୍ଦ ସରସ୍ଵତୀ ସ୍ବାମୀ ଗୁରୁସରଣନନ୍ଦ ସରସ୍ଵତୀ ସ୍ବାମୀ ଗୋବିନ୍ଦାନନ୍ଦ ସରସ୍ଵତୀ ସ୍ବାମୀ ବିଦ୍ୟାନନ୍ଦ ସରସ୍ଵତୀ ସ୍ବାମୀ ହରି ଶରଣା ନନ୍ଦ ସରସ୍ଵତୀ ସ୍ବାମୀ ସନିଷ୍ଟନନ୍ଦ ଦିବ୍ୟ ଜୀବନ ସଂଘ ଦକ୍ଷିଣାଅଞ୍ଚଳ ସମନ୍ୱୟ ସମିତି ର ସଭାପତି ବିପ୍ର ଚରଣ ପାତ୍ର ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ମୁଖ୍ୟ ସଂଘଠକ ଜୟ ଚନ୍ଦ୍ର ନାୟକ କୋଷାଧକ୍ଷ ଶାନ୍ତି ଭୂଷଣ ପଣ୍ଡା ତଥା ଅନ୍ୟାନ୍ୟ ଦିବ୍ୟ ଜିଲ୍ଲା ର ସଂଗଠକ ଜଗନ୍ନାଥ ଆଚାର୍ଯ୍ୟ ଲଳିତ ମୋହନ ପଟ୍ଟନାୟକ, ସୁଶାନ୍ତ ସାହୁ ସନ୍ତୋଷ ପାଣଗ୍ରାହୀ ତ୍ରିଲୋଚନ ପଟ୍ଟନାୟକ ଉପସ୍ଥିତ ଥିଲେ, ପାଟପୁର ଉପସ୍ଥିତ ଥିଲେ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବଦ୍ୟାଳୟ ଅଧ୍ୟାପକ କୈଳାଶ ଚନ୍ଦ୍ର ସ୍ଵାଇଁ ବାସ୍ତବରେ ଦିବ୍ୟ ଜୀବନ କଣ ସେ ଉପରେ ଧ୍ୟାନ ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମ ରେ କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ସଲୋଷୋଳ ଆସିକା, ବୁଗୁଡ଼ା, ପାଟପୁର ତାକୋରୋଡ , ଧରମପୂର୍, ଗୋକର୍ଣପୂର୍ , ନରସିଂହପୁର , ବୋମକେଇ, ବ୍ରହ୍ମପୁର, ଲାଞ୍ଜିପଲ୍ଲୀ, ଓ ଗୋଷଣିନୁଆଗାଁ ତଥା ବଡିଆଉସ୍ତା ଓ ତାର ସମସ୍ତ କେନ୍ଦ୍ରର ଗୁରୁଭାଇ ଭଉଣୀ ମାନଙ୍କ ସହଯୋଗ ରେ ବ୍ରାହ୍ମମୁହୁର୍ତ ସାଧନା ଶ୍ରୀ ଗୁରୁ ପାଦପୂଜା, ନଗର ସଙ୍କୀର୍ତ୍ତନ ଭାବ ବିନିମୟ ନେବା ସାଙ୍ଗକୁ ଯୋଗାଚାର୍ଯ୍ୟ ସ୍ବାମୀ ହରି ଶରଣନନ୍ଦ ସରସ୍ଵତୀ ଙ୍କ ଦ୍ଵାରା ଯୋଗାସନ ପ୍ରାଣାୟମ ଶିଖାଇଥିଲେ, ତିକରାପଡ ଶାଖାର ସଭାପତି ରଞ୍ଜିତ କୁମାର ଦାସ ସମ୍ପାଦକ ବାଇନଥ ଜେନା , କୋଷାଧ୍ୟକ୍ଷ କାଳିଆ ମହାରଣା ସଂଗଠକ ଚନ୍ଦ୍ର ଶେଖର ଦାସ ଉପଦେଷ୍ଟା ଦଣ୍ଡପାଣି ଆଚାରି ଓ ସୁରେନ୍ଦ୍ର ନାଥ ଦଳାଇ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ଆଜିର ଅଧ୍ୟକ୍ଷ ସ୍ବାମୀ ରାମ ଦାସ ନନ୍ଦ ଗ୍ରାମବାସୀଙ୍କୁ ଧନ୍ୟବାଦ ଜ ଣାଇ କାର୍ଯକ୍ରମ କୁ ଉଦଯାପନ କରିଥିଲେ।

LEAVE A REPLY

Please enter your comment!
Please enter your name here