ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ଧାରଣା

0
299

ବ୍ରହ୍ମପୁର :(୧୧/୮)ଇଷ୍ଟ କୋଷ୍ଟ ରେଲଓ୍ବେ ଶ୍ରମିକ ୟୁନିୟନ ପକ୍ଷ ରୁ ଧାରଣା ଓ ପ୍ରତିବାଦ ସଭା ବ୍ରହ୍ମପୁର ରେଲ ଷ୍ଟେସନ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ରାଞ୍ଚ ସେକ୍ରେଟାରୀ କେ. ଶ୍ରୀନିବାସ ଙ୍କ ନେତୃତ୍ବ ରେ ଶ୍ରମିକ ୟୁନିୟନ ର ସଦସ୍ୟ ମାନେ ୭ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ବ୍ରହ୍ମପୁର ଷ୍ଟେସନ ମେନେଜର ଙ୍କ ଜରିଆରେ ଡିଆରଏମ, ଖୋର୍ଦ୍ଧା ଙ୍କୁ ଦିଆଯାଇଥିଲା

LEAVE A REPLY

Please enter your comment!
Please enter your name here