ସ୍ବଚ୍ଛ ଭାରତ ଲୋଗୋ ଚଷମା ପ୍ରଦର୍ଶିତ

0
391

ସ୍ବଚ୍ଛ ଭାରତ ଅଭିଯାନ ରେ ବ୍ୟବହୃତ ହୋଇଥିବା ଲୋଗୋ ରେ ଥିବା ଚଷମା ର ଏକ ବିଶାଳ ପ୍ରତିକୂତି ଆଜି ସ୍ବାଧୀନତା ଦିବସ ଅବସରରେ ବ୍ରହ୍ମପୁର ଷ୍ଟାଡିୟମ ଠାରେ ପ୍ରଦର୍ଶନ କରାଯାଇଛି। ପୁରୁଣା ସାଇକେଲ ଚକା ଓ ଲୁହା ରଡ ରେ ନିର୍ମାଣ କରାଯାଇଥିବା ଏହି ଚଷମା ର ଉଚ୍ଚତା ୩୩ଇଂଚ ଓ ଓସାର ୭୫ ଇଂଚ ର ଯାହାର ଓଜନ ପ୍ରାୟ ୪୦ କିଲୋଗ୍ରାମ, ଏହାକୁ ପ୍ରସ୍ତୁତ କରିଛନ୍ତି ଆସ୍କାରୋଡ ଶ୍ରୀରାମ ନଗର ବାସିନ୍ଦା ହରଗୋବିନ୍ଦ ମହାରଣା। ତାଙ୍କ ବାଲ୍ୟ ବନ୍ଧୁ ଆଇନଜୀବୀ ପ୍ରଦୀପ ବେହେରା ଙ୍କ ପ୍ରେରଣା ରେ ଏହା ପ୍ରସ୍ତୁତ କରିଥିବା କହିଛନ୍ତି

LEAVE A REPLY

Please enter your comment!
Please enter your name here