ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଇଲେକକ୍ସନ ନୁହେଁ ସିଲେକ୍ସନରେ ହେବ ପ୍ରାର୍ଥୀ ଚୟନ

0
328

ଭୂବନେଶ୍ୱର,୨୨/୮/୧୯;ଚଳିତ ବର୍ଷ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ କୁ ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଇଲେକକ୍ସନ ନୁହେଁ ସିଲେକ୍ସନରେ ମାଧ୍ୟମରେ ହେବ ପ୍ରାର୍ଥୀ ଚୟନ । ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ସଚିବ ସାସ୍ୱତ ମିଶ୍ର ସମସ୍ତ ବିଶ୍ୱ ବିଦ୍ୟାଳୟ ଏବଂ କଲେଜ କର୍ତ୍ତୁପକ୍ଷଙ୍କୁ ନୋଟିସ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here