ଓଏଏସ୍ ସ୍ତର ରେ ଅଦଳବଦଳ

0
321

ଭୂବନେଶ୍ୱର,୨୨/୮/୧୯:ଆଜି ରାଜ୍ଯ ସରକାର ଓଏଏସ୍ ସ୍ତର ରେ ଛୋଟ ଧରଣର ର ଅଦଳବଦଳ କରିଛନ୍ତି। ଏ ସମ୍ପର୍କ ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷ ରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବରିଷ୍ଠ ଓଏଏସ୍‍ ଅଫିସର ଜ୍ୟୋତି ରଞ୍ଜନ ପ୍ରଧାନ ହେଲେ ବରଗଡ ଜିଲ୍ଲାପାଳ।


ବରିଷ୍ଠ ଓଏଏସ୍‍ ଅଫିସର ଇନ୍ଦ୍ରମଣି ତ୍ରିପାଠୀ ହେଲେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ।
ବରିଷ୍ଠ ଓଏଏସ୍‍ ଅଫିସର ସରୋଜ କୁମାର ସାମଲ ହେଲେ ଝାରସୁଗୁଡା ଜିଲ୍ଲାପାଳ।
ବରିଷ୍ଠ ଓଏଏସ୍‍ ଅଫିସର ଶରତ ଚନ୍ଦ୍ର ମିଶ୍ରଙ୍କୁ ଶ୍ରମ ଓ ଇଏସ୍‍ଆଇ ବିଭାଗର ସ୍ୱତନ୍ତ୍ର ଭାବେ ନିଯୁକ୍ତି।
ଡକ୍ଟର ବନାନୀ ମହାନ୍ତି ହେଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ।
ସନ୍ତୋଷୀ ସାହୁ ହେଲେ ବୋର୍ଡ ଅଫ୍‍ ରେଭେନ୍ୟୁର ଯୁଗ୍ମ ସଚିବ।
ବିଶ୍ୱନାଥ ରଥ ହେଲେ ସୁନ୍ଦରଗଡ ଡିଆରଡିଏର ଏପିଡି ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here