ବ୍ରହ୍ମପୁର , ୨୪/୮/୧୯;ଆଜି ପୂର୍ବାହ୍ନରେ ଗୋଷାଣି ନୂଆଗାଁ ଠାରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷ ରୁ ନନ୍ଦମହୋତ୍ସବ ପାଳନ କରାଯାଇଛି। ସେଠାରେ ବେଦ ପାଠ, ଗୀତା ପାଠ,ଘୃତଯଜ୍ଞ, ପରେ କୁନି କୁନି ରାଧା କୂଷ୍ଣ ବେଶ ଧାରୀ ଙ୍କ ସୁସଜ୍ଜିତ ଦହୀ ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ହୋଇଥିଲା। ଏଥି ରେ ସହଦେବ ଗୌଡ, ଧୋବା ଗୌଡ, ଇଂ ଗୋପିନାଥ ଗୌଡ, ବିନୋଦ ଗୌଡ, ନାରାୟଣ ମହାଙ୍କୁଡ ପ୍ରମୂଖ ଉପସ୍ଥିତ ଥିଲେ