ଡିଆଇଜି ଙ୍କୁ ରାମ ପାତ୍ର ନୂଆ ଥାନା ପାଇଁ ଅନୁରୋଧ କରିଲେ

0
242

ବ୍ରହ୍ମପୁର,୨୬/୮/୧୯; ଆଜି ନୂତନ ଡିଆଇଜି ଭାବେ ସତ୍ୟବ୍ରତ ଭୋଇ ନିଜର ଦାୟିତ୍ୱ ଭାର ଗ୍ରହଣ କରିବା ପରେ ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ରାମ କୁମାର ପାତ୍ର ଶ୍ରୀ ଭୋଇ ଙ୍କୁ ପୁଷ୍ପଗୁଛ ଦେବା ସହ ଆମ୍ବପୁଆ ଓ ନିମଖଣ୍ଡି ଠାରେ ପୋଲିସ ଥାନା କରିବା ପାଇଁ ଶ୍ରୀ ପାତ୍ର ଡି ଆଇ ଜି ଶ୍ରୀ ଭୋଇଙ୍କୁ ଅନୁରୋଧ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ହରିକୃଷ୍ଣ ବେହେରା. କେଶବ ଚନ୍ଦ୍ର ପାଢ଼ୀ. ଅଖିଳ ସାହୁ. ସନ୍ତୋଷ ସାବତ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here